ଅଗଷ୍ଟ ୧୨ରେ ବାହାରିବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ , ଦିନ ସାଢେ ୧୨ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ

ଭୁବନେଶ୍ବର:-ଯୁକ୍ତ ୨ ପରୀକ୍ଷା ଫଳ ନେଇ ବର୍ତ୍ତମାନ ସମୟର ସବୁଠାରୁ ଇଙ୍ଗ ଖବର । ଆସନ୍ତା ୧୨ ତାରିଖରେ ବାହାରିବ ପ୍ଲସ ୨ ବିଜ୍ଞାନ ପରୀକ୍ଷା ଫଳ । ଅଗଷ୍ଟ ୧୨ ତାରିଖରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ । ୧୨ ତାରିଖ ସାଢେ ୧୨ଟା ବେଳେ ରେଜଲ୍ଟ ବାହାରିବ ।ତେବେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ବଡ କଥା ହେଉଛି ଅଗଷ୍ଟ ୩ୟ ସପ୍ତାହରେ ବାଣିଜ୍ୟ ଏବଂ ମାସ ଶେଷ ସୁଦ୍ଧା କଳା ବିଭାଗର ଫଳ ପ୍ରକାଶ ପାଇବ ।ତେବେ ଛାତ୍ରଛାତ୍ରୀମାନେ orissaresults.nic.inwww.chseodisha.nic.inexamresults. net ୱେବସାଇଟ୍‌ରେ ନିଜର ରେଜଲ୍ଟ୍‌ ଦେଖିପାରିବେ ।

Leave a Reply

Your email address will not be published. Required fields are marked *