ପ୍ରତୋକ ଦିନ ୩୦ ଜଣ ପୁରୁଷଙ୍କ ସହ ଶୋଇବା ପାଇଁ ବାଧ୍ୟ ଏହି ଯୁବତୀ, ୪୩୦୦୦ରୁ ଅଧିକ ଥର ରଖି ସାରିଲେଣି ସମ୍ବନ୍ଧ

ଆଜିକାଲି ଆପଣ ଅନେକ ବଳାତ୍କାର ର ଖବର ଶୁଣିଥିବେ ଓ ଦେଖିଥିବେ | ଏହି ସବୁ ଖବର ସୋସିଆଲ ମିଡ଼ିଆରେ ବେଶ ଭାଇରଲ ମଧ୍ୟ ହେଇଥାଏ | କିଛି ଦିନରେ ଏହିପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ|

ଏହି ମାମଲାଟି ମେକ୍ସିକୋ ର ଜଣେ ସମାନ ସେବି ର ଅଟେ I ଏବଂ ବିଗତ ଦିନ ରେ ଏକ ଆଶ୍ଚଯ୍ୟକର ମାମଲା ନଜର କୁ ଆସିଛି ଯେଉଁଠାରେ 24 ବର୍ଷୀୟ ଜଣେ ସମାଜସେବିକା କାର୍ଲ ଜେସୀତ କହିଛନ୍ତି କି ସେ ବିଗତ 4 ବର୍ଷ ମଧ୍ୟ ରେ 43 ହଜାରେ ରୁ ଅଧିକ ବଳାତ୍କାର ର ଶିକାର ହେଇଛନ୍ତି ଏବଂ ନିୟମିତ 30 ରୁ ଉର୍ଧ୍ଵ ଲୋକ ଙ୍କ ସହ ସମ୍ବନ୍ଧ ରଖିଥାନ୍ତି I 24 ବର୍ଷୀୟ ଏହି ମହିଳା ଙ୍କ କହିବା ଅନୁସାରେ 2008 ରେ ସେ ଆଣ୍ଟି ତ୍ରେଫିକିଙ୍ଗ ଅପରେସନ ରୁ ବାହାରି ଯାଇଥିଲେ ଏବଂ ସେ ସମୟ ରେ ତାଙ୍କ ର ବୟସ 16 ବର୍ଷ ଥିଲା ଏବଂ ସାରା ଦୁନିଆ ରେ ଏପରି ମହିଳା ଙ୍କ ର ସେ ସହାୟତା ରେ ଲାଗିଛନ୍ତି Iବିଗତ ଦିନ ରେ ଘଟିଥିବା ଘଟଣା ସମ୍ବନ୍ଧ ରେ କାଲ କହିଛନ୍ତି କି 12 ରୁ 16 ବର୍ଷ ମଧ୍ୟ ରେ ସେ 43 ହଜାରେ ଥର ବଳାତ୍କାର ର ଶିକାର ହେଇଛନ୍ତି I ଏବଂ ସେ ପ୍ରତୋକ ଦିନ ଅତି କମ ରେ 30 ଜଣ ପୁରୁଷ ଙ୍କ ସହ ସମ୍ବନ୍ଧ ରଖିବାକୁ ତାଙ୍କୁ ବାଧ୍ୟ କରାଯାଇଥାଏ I ଏବଂ ସମ୍ବନ୍ଧ ସମୟ ରେ ସେ ଯେତେବେଳେ କାନ୍ଦୁଥିଲେ ତ ଲୋକେ ତାଙ୍କ ଉପରେ ହସୁଥିଲେ I ସେ 12 ବର୍ଷ ବୟସ ରେ ଏହି ଦୁର୍ନୀତି ର ଶିକାର ହେଇଥିଲେ ଏବଂ ଏହା ପରେ ତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା I ମେକ୍ସିକୋ ରେ 20 ହଜାରେ ରୁ ଉର୍ଧ୍ଵ ମହିଳା ଟ୍ରାଫିକିଙ୍ଗ ର ଶିକାର ହେଇଥାନ୍ତି I

Leave a Reply

Your email address will not be published. Required fields are marked *