ଏଠାରେ ୩୦ ହଜାର ଟଙ୍କାରେ ମିଳୁଛି ଅଲ୍ଟୋ ଓ ୱାଗନର, ୨ ଲକ୍ଷ ଟଙ୍କାରେ ସଫାରୀ ଓ ସ୍କର୍ପିଓ

ଯଦି ଆପଣ କାର କିଣିବାକୁ ଇଛୁକ ତେବେ ଆପଣ ଏଠାରୁ ସହଜ ରେ ସୁବିଧା ରେ କିଣିପାରିବେ I ଭାରତ ରେ ଏକ ଏପରି ଜାଗା ରହିଛି ଯେଉଁଠାରେ ସେକେଣ୍ଡହ୍ୟାଣ୍ଡ କାର ଗୁଡିକ ଖୁବ କମ ପଇସା ରେ ମିଳିଥାଏ I ଏହି ଜାଗା ହେଉଛି ଦିଲ୍ଲୀ ର କରୋଲ ବଗ ମାର୍କେଟ I ଏଠାରେ ଆପଣ ମାରୁତି 30 ହଜାର ଟଙ୍କା ରେ ବି କିଣିପାରିବେ I

ୱାଗନର ର ଟପ ମଡେଲ ର ମୂଲ୍ୟ 5 ରୁ 6 ଲକ୍ଷ୍ୟ ଟଙ୍କା ଆସିଥାଏ ସେହିପରି ପୁରୁଣା ସ୍କର୍ପିଓ ଆପଣ ଏଠାରେ 1-2 ଲକ୍ଷ୍ୟ ମଧ୍ୟ ରେ ପାଇପାରିବେ I ଏଥିପାଇ ଆପଣ ଙ୍କ ପାଖ ରେ ଡ୍ରାଇଭିଂ ଲାଇସେନ୍ସ ରହିବା ଜରୁରୀ ଅଟେ I ଏହି ମାର୍କେଟ ରେ ଆପଣ ମହିନ୍ଦ୍ରା , ଫୋର୍ଡ଼ , ହ୍ୟୁଣ୍ଡାଇ , ବୋଲକସୱାଗନ , ଆଦି ବ୍ରାଣ୍ଡ ର କାର ଶସ୍ତା ରେ ମିଳିଥାଏ I ଏଠାରେ ଯେତେ ପୁରୁଣା ଗାଡି ସେତେ କମ ଦାମ ରେ ମିଳିଥାଏ I 2005 ମସିହା ର ବଗଣର ଆପଣ 60 ହଜାର ରେ ବି କିଣିପାରିବେ I

ସେକେଣ୍ଡ ହ୍ୟାଣ୍ଡ କାର ର ଏହି ମାର୍କେଟ ରେ ଆମେ S.S.S Ji Car Bike & Properties ସହ କଥା ହେଇଥିଲୁ I ଏବଂ ସେ କହିଥିଲେ କି ଏଠାରେ 60 ହଜାର ଟଙ୍କା ରେ କାର ମିଳିବା ଆରମ୍ଭ ହେଇଥାଏ I ଆପଣ ଏହି କାର କୁ ରିଫାଇନାନ୍ସ ବି କରିପାରିବେ I କାର ସହ ଆପଣ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବି ଦିଆ ଯିବ I ଏଠାରେ କୌଣସି ବି ଫ୍ରଡ ର ସମ୍ଭାବନା ହେଇ ନ ଥାଏ I

ଯଦି ଏହି ମାର୍କେଟ ରୁ କେହି କାର କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଙ୍କୁ କାର ର ସବୁ ପାର୍ଟସ ବିଷୟ ରେ ସବିଶେଷ ଜ୍ଞାନ ରହିବା ଜରୁରୀ ଅଟେ I ନକଲି ପାର୍ଟସ ବି ହେଇପାରେ I ତେଣୁ ଆପଣ ସାଙ୍ଗ ରେ କୌଣସି ଏକ୍ସପର୍ଟ ଙ୍କୁ ସାଙ୍ଗ ରେ ନେଲେ ଭଲ ହେବ I

Leave a Reply

Your email address will not be published. Required fields are marked *