ଝୁଲନ୍ତା ଅବସ୍ଥାରେ ମହିଳା ଏବଂ ପୁରୁଷଙ୍କ ମୃତଦେହ ଉଦ୍ଧାର

 ଅନୁଗୋଳ:- ଅନୁଗୋଳ କୁମଣ୍ଡ ଟ୍ରେନ୍ ଲାଇନ କଡରେ ଥିବା ଏକ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ଶବ ଠାବ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଆଉ ଜଣେ ପୁରୁଷ ଅଛନ୍ତି । ତେବେ ଜଣଙ୍କର ପରିଚୟ ମିଳିଛି । ସେ କୁମଣ୍ଡର ରଞ୍ଜନ ସାହୁ ବୋଲି ଜଣାପଡିଛି । ଦୁଇଜଣ ବିବାହିତ । ଗତକାଲି ବିଲମ୍ବିତ ରାତିରେ ଏମାନେ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। 

Leave a Reply

Your email address will not be published. Required fields are marked *