ଓଡିଶାକୁ ସହୟତାର ହାତ ବଢାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ:-ବାତ୍ୟା ଉମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏ ନେଇ ସେ ଟ୍ୱିଟରରେ CM ନବୀନଙ୍କୁ ଟ୍ବିଟ୍‌ କରିଛନ୍ତି ।

ଅରବିନ୍ଦ କେଜରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ ଏଭଳି ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ ସହ ଅଛନ୍ତି ଦିଲ୍ଲୀବାସୀ । ଯେ କୌଣସି ସହାୟତା ଯୋଗାଇବାକୁ ଦିଲ୍ଲୀ ପ୍ରସ୍ତୁତ ଅଛି ।

Leave a Reply

Your email address will not be published. Required fields are marked *