କଟକଣା ନମାନିଲେ ଗାଡିକୁ ସିଜ୍ କରାଯିବ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର:-  କରୋନା ନେଇ ପରିବହନ ନେଇ ପରିବହନ ମନ୍ତ୍ରୀଙ୍କ କଡା ଚେତାବନୀ, କରୋନା ମୁକାବିଲା ଲାଗି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରନ୍ତୁ ଆବଶ୍ୟକ ନଥିଲେ ଗାଡି କାଢନ୍ତୁ ନାହିଁ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଅପିଲ୍‌ କରିଛନ୍ତି ।

ନଚେତ୍ ମୋଟର ଯାନ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ହେବ , ଆବଶ୍ୟକ ପଡିଲେ ଗାଡିକୁ ସିଜ୍ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଲୋକଙ୍କୁ ପୁଣି ଥରେ ଅପିଲ କରିଛନ୍ତି ମନ୍ତ୍ରୀ ,ଲୋକେ ଘରେ ରୁହନ୍ତୁ, ଅଯଥା ବାହାରକୁ ଆସନ୍ତୁ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *