ଦୁଇ ଭଉଣୀ ନିଜର ଦାଦା ପୁଅ ଭାଇଙ୍କୁ କରିଲେ ବିବାହ… କାରଣ ଏପରି କି ଘର ଲୋକମାନେ ବି ମନା କରିପାରିଲେ ନାହିଁ

ଆପଣ ଅନେକ ପ୍ରକାର ର ବିବାହ ସମ୍ବନ୍ଧ ରେ ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ I ଆପଣ ଅନେକ ସମୟ ରେ ଶୁଣିଥିବେ ଜଣେ ପୁରୁଷ ଦୁଇ ଦୁଇ ଟି ବିବାହ କରିବା ର I କିନ୍ତୁ ବିଗତ ଦିନ ରେ ପାକିସ୍ତାନ ରେ ଏପରି କିଛି ଘଟଣା ନଜର କୁ ଆସିଛି I

ପାକିସ୍ତାନ ର ଦୁଇ ଭଉଣୀ ଏକ ଯୁବକ ଙ୍କୁ ବିବାହ କରିଛନ୍ତି ଏବଂ ଏହା ସମ୍ପୂର୍ଣ ପାରମ୍ପରିକ ବିବାହ ଅଟେ I ଏହି ବିବାହ ରେ ଦୁଇ ଯୁବତୀ ଙ୍କ ସହ ତାଙ୍କ ଘର ଲୋକ ଙ୍କ ର ବି ସହମତି ରହିଥିଲା I ଆଝାର ହେଡରି ନାମ ଏହି ଯୁବକ ପିଲାଦିନ ରୁ ହିଁ ନିଜ ର ସମ୍ପର୍କୀୟ ଭଉଣୀ ହୁମେର କାସିମ ଙ୍କୁ ନିବନ୍ଧ କରିଥିଲେ I

କିନ୍ତୁ ବଡ଼ ହେବା ପରେ ଭଉଣୀ ରୁମାନ ଆସ୍ଲାମ ଙ୍କୁ ବି ସେ ପ୍ରେମ କରିବସିଥିଲେ I ତେଣୁ ଏହି କାରଣ ରୁ ଆଝାର ଉଭୟ ଭଉଣୀ ଙ୍କୁ ବିବାହ କରିଛନ୍ତି I

ଯୁବତୀ ଙ୍କ ର ପରିଜନ ଲୋକେ ଖୁବ ଧୁମଧାମ ରେ ଏହି ବିବାହ କରିଛନ୍ତି I ତେବେ ମୁସଲିମ ସମ୍ପ୍ରଦାୟ ରେ ଏପରି ଭାଇ ଭଉଣୀ ମଧ୍ୟ ରେ ବିବାହ ସମ୍ବନ୍ଧ ରହିଛି I ତେଣୁ ଏହି ବିବାହ ସେହି ଆଧାର ରେ ହିଁ ହେଇଚି I ଏଠାରେ ଯୁବକ ମାମା ଙ୍କ ର ପୁଅ ଓ ଝିଅ ଚାଚା ଙ୍କ ର ଝିଅ ଅଟନ୍ତି I

Leave a Reply

Your email address will not be published. Required fields are marked *