ଲକଡାଉନ ସମୟରେ ସୁଶାନ୍ତ ସିଂହଙ୍କ ସହିତ ରହୁଥିଲେ ରିୟା ଚକ୍ରବର୍ତ୍ତୀ !
ମୁମ୍ବାଇ; ସୁଶାନ୍ତ ସିଂହ ରାଜପୁତ ରିୟା ଚକ୍ରବର୍ତ୍ତୀଙ୍କୁ ଡେଟ କରୁଥିବା ଗୁଜବ ସୃଷ୍ଟି ହୋଇଥିଲା | ଏ ସମ୍ପର୍କରେ ରିୟା ଚକତରବର୍ତ୍ତୀଙ୍କୁ ପଚରାଯିବାରୁ ସେ କହିଥିଲେ ଉଭୟ ବହୁତ ଭଲ ସାଙ୍ଗ | ତାଙ୍କ ସମ୍ପର୍କକୁ ନେଇ ସେ କିଛି ସ୍ପଷ୍ଟ କରିନଥିଲେ | ତେବେ ଲକଡାଉନ ମଧ୍ୟରେ ରିୟା ସୁଶାନ୍ତ ସିଂହଙ୍କ ସହିତ ରହୁଥିବା ଶୁଣିବାକୁ ମିଳିଛି | ବର୍ତ୍ତମାନ ମୁମ୍ବାଇ ପୋଲିସ ଅଭିନେତ୍ରୀଙ୍କୁ ପଚରାଉଚୁରା କରିବ |